ବାଡ଼ ଯେବେ ଫସଲ ଖାଏ : ଇନ୍ସପେକ୍ଟରଙ୍କ ଉପରେ ଲାଗିଲା ଅସଦାଚରଣର ଅଭିଯୋଗ

ଲକ୍ଷ୍ନୌ: ଥାନାରେ ସୁରକ୍ଷିତ ନୁହନ୍ତି ମହିଳା ପୁଲିସ। ଉତ୍ତରପ୍ରଦେଶର ଜଣେ ମହିଳା ସବଇନ୍ସପେକ୍ଟର, ଇନ୍ସପେକ୍ଟରଙ୍କ ଦ୍ୱାରା ଅସଦାଚରଣର ଶିକାର ହେବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ବାରମ୍ବାର ଏଭଳି ହେଉଥିବାରୁ ମହିଳା ସୁରକ୍ଷା ଡିସିପିଙ୍କୁ ଚିଠି ଲେଖି ନିଜର ଦୁଃଖ ଜଣାଇଛନ୍ତି ପୀଡ଼ିତା। ଚିଠିରେ ପୀଡ଼ିତା ଲେଖିଛନ୍ତି ଯେ, ଇନ୍ସପେକ୍ଟର ଜାଣିଶୁଣି ଅଶାଳୀନ ଭାବେ ସ୍ପର୍ଶ କରିବା ସହ ହ୍ଵାଟସଆପରେ ଅଶାଳୀନ ମେସେଜ କରୁଛନ୍ତି।ନୋଏଡାର ଥାନା ଫେଜ୍-୨ରେ ମୁତୟନ … Continue reading ବାଡ଼ ଯେବେ ଫସଲ ଖାଏ : ଇନ୍ସପେକ୍ଟରଙ୍କ ଉପରେ ଲାଗିଲା ଅସଦାଚରଣର ଅଭିଯୋଗ